Jump to content

ମନୋଲୁବ୍ଧକ

ଉଇକିଅଭିଧାନ‌ରୁ

ମନୋଲୁବ୍ଧକ

ଉଚ୍ଚାରଣ

[ସମ୍ପାଦନା]

ମନୋଲୋଭ, ମନୋଲୋଭାଦେଶଜରୂପ

(ମନୋଲୁବ୍ଧିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ମନସ୍+ଲୁବ୍ଧ+କ)

[ସମ୍ପାଦନା]

ଯାହା ପ୍ରତି ମନରେ ଲୋଭ ଜାତ ହୁଏ; ମନରେ ଲୋଭଜନକ; ମନୋହର —That which causes a hankering after it; fascinating.