ମନୋହର
ଦେଖଣା
ମନୋହର
ଉଚ୍ଚାରଣ
[ସମ୍ପାଦନା](ମନୋହରତା[ତ୍ୱ]—ବିଶେଷ୍ୟ)
(ମନୋହରା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ମନସ୍+ହୃ ଧାତୁ=ହରଣ କରିବା+କର୍ତ୍ତୃ. ଅ)
[ସମ୍ପାଦନା]କମନୀୟ; ଚିତ୍ତାକର୍ଷକ; ସୁନ୍ଦର —Enchanting; charming; lovely; beautiful; graceful; fascinating. captivating
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଲିଆକୁ ଚୂନା କରି ଗୁଡ଼ରେ ପାଗ କରି ତିଆରି କରାଯିବା ମୁଆଁ —୧. Balls made of powdered fried paddy seasoned with molasses.
[ଦ୍ରଷ୍ଟବ୍ୟ —ଶାଶୁଘରକୁ ଯିବାବେଳେ ବୋଝଭାରରେ ଏହାକୁ ଝିଅଙ୍କ ସଙ୍ଗରେ ପଠାଯାଏ]
- ୨. ଏକ ପ୍ରକାର ମିଠାଇ —୨. A kind of sweetmeat.