Jump to content

ମନୋହରଣ

ଉଇକିଅଭିଧାନ‌ରୁ

ମନୋହରଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷଷ୍ଠୀ ତତ୍; ମନସ୍+ହରଣ)

[ସମ୍ପାଦନା]
୧. ଚିତ୍ତାକର୍ଷଣ; ମନକୁ ମୁଗ୍ଧ କରିବା —୧. Fascinating the mind; attracting a person's mind or heart.
୨. ମନରେ ଅନୁରାଗ ଉତ୍ପାଦନ —୨. Sowing the seeds of love or attachment in the mind of a person.