Jump to content

ମନୋହର ଫାସିଆରା ପାଲା

ଉଇକିଅଭିଧାନ‌ରୁ

ମନୋହର ଫାସିଆରା ପାଲା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ସତ୍ୟପୀର ବା ସତ୍ୟନାରାୟଣ ପାଲାର ଗୋଟିଏ ଗଳ୍ପ — One of the stories of the Satyapīra Deity

[ଦ୍ରଷ୍ଟବ୍ୟ —ଏହି ଗଳ୍ପରେ ବର୍ଣ୍ଣିତ ହୋଇଅଛି ଯେ ମନୋହର ପାସିଆର ନାମକ ଜଣେ ଡ଼କାଇତ ସତ୍ୟନାରାୟଣଙ୍କର ଜଣେ ବିଦେଶାଗତ ଭକ୍ତକୁ କୌଶଳ କ୍ରମେ ଆପଣାର ଘରକୁ ଫୁସଲାଇ କରି ନିଜର ଆଣି ନିଜର ବନ୍ୟାଦ୍ୱାରା ପ୍ରଣୟ ମୁଗ୍ଧ କରାଇ ପଥିକକୁ ମାରି ପକାଇବାକୁ ବସିଥିଲା; କିନ୍ତୁ ସତ୍ୟପୀର ପ୍ରଭୁଙ୍କ ଦୟାରୁ ଉକ୍ତ ଡ଼କାଇତରୁଝିଅ ରଙ୍ଗଲତା ଉକ୍ତ ବିଦେଶା— ଗତ ବ୍ୟକ୍ତିର ରୂପରେ ମୁଗ୍ଧା ହୋଇ ତାହାଠାରେ ପବିତ୍ର ପ୍ରଣୟରେ ଆସକ୍ତା ହୋଇ ତାକୁ ସ୍ୱୀପ ପିତାର ଚକ୍ରାନ୍ତରୁ ରକ୍ଷା କଲା]