Jump to content

ମନୋହାରୀ

ଉଇକିଅଭିଧାନ‌ରୁ

ମନୋହାରୀ

ଉଚ୍ଚାରଣ

[ସମ୍ପାଦନା]

ମନୋହରିଣୀ, ମନୋହ୍ଲାଦିନୀସ୍ତ୍ରୀ

(ମନୋହ୍ଲାଦୀ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମନସ୍+ହୃ ଧାତୁ+କର୍ତ୍ତୃ. ଇନ, ୧ମା, ୧ବ)

[ସମ୍ପାଦନା]

ବିଭାର୍ଷକ —Fascinating; attractive.

=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ମନୋହାରିନ)

୧. (ପୁଂ) ପ୍ରେମିକ —୧. (a female's) Lover

[ଉ—ନବନୀତ ଚୋର ରାଧିକା ମନୋହରୀ—କୃଷ୍ଣସିଂହ. ମହାଭାରତ ଆଦି]

୨. (ସ୍ତ୍ରୀ, ସଂସ୍କୃତ - ମନୋହରିଣୀ) ପତ୍ନୀ; ଭାର୍ଯ୍ୟା —୨. Wife.

(ଉ—ଉଦେଗ ମନେ ଧରି ନଳ—ମନୋହରୀ, ସେଠାରୁ ଗଲେ ଘୋରବନକୁ ବାହାରି—କୃଷ୍ଣସିଂହ. ମହାଭାରତ. ଆଦି)



ମନୋହାରୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ରଣତରୀ ସମ୍ୱନ୍ଧୀୟ —୧. Realting to man o'war.
୨. ବିଦେଶରୁ ଏ ଦେଶକୁ ଜାହାଜରେ ଆସି ବିକ୍ରି କରାଯାଉ— ଥିବା (ଖେଳନା, କଣ୍ଢେଇଆଦି) ମନୋହର (ଜିନିଷ) — Fancy things (e.g. toys, dolls) imported by ships from foreign countries.