ମନ୍ତ
ଦେଖଣା
ମନ୍ତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ମନ୍ତୀ—ସ୍ତ୍ରୀ)
=== ଦେଶଜ - ବିଶେଷଣ - ପ୍ରତ୍ୟୟ ପୁଂ. (ସଂସ୍କୃତ - ମତ୍ ପ୍ରତ୍ୟୟର ଅପଭ୍ରଂଶ; ଯଥା— ଗୁଣମନ୍ତ, ଧନମନ୍ତ, ବୁଦ୍ଧିମନ୍ତ)
ଯାହାର ଅଛି — A suffix which is a variation of the sanskrit suffix 'Mat'.
ଦେଶଜ - ଅ. ପ୍ରତ୍ୟୟ
[ସମ୍ପାଦନା](ସର୍ବନାମ ସଙ୍ଗେ ଯୁକ୍ତ; ଯଥା—ଏମନ୍ତ, କେମନ୍ତ, ତେମନ୍ତ) ପରି; ପ୍ରକାରେ —(An affix added to pronouns meaning) Like; in (such) a manner.