Jump to content

ମନ୍ତୁରେଇବା

ଉଇକିଅଭିଧାନ‌ରୁ

ମନ୍ତୁରେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମନ୍ତୁରିବା—ଅନ୍ୟରୂପ)

ଦେଶଜ - କ୍ରି. (ସଂସ୍କୃତ - ମନ୍ତ୍ରଣ)

[ସମ୍ପାଦନା]

ଅଭିମନ୍ତ୍ରଣ କରିବା; ମନ୍ତ୍ର ପଢି କୌଣସି ଦ୍ରବ୍ୟକୁ ଫୁଙ୍କିବା — To consecrate a thing by uttering mustic formulas over it.

[ଦ୍ରଷ୍ଟବ୍ୟ —ମନ୍ତ୍ର ପାଠ କରି ଧୂଳି, ଲୁଣ ଓ ଜଳ— ଆଦିକୁ ମନ୍ତୁରାଇବାକୁ ହୁଏ ଏପରି କରିବାଦ୍ୱାରା ଉକ୍ତ ଦ୍ରବ୍ୟମାନଙ୍କରେ ଆଶ୍ଚର୍ଯ୍ୟଜନକ ବା ଅସାଧାରଣ ଶକ୍ତି ପ୍ରବେଶ କରାଇ ଦିଆଯାଏ]