Jump to content

ମନ୍ତ୍ରକୃତ୍

ଉଇକିଅଭିଧାନ‌ରୁ

ମନ୍ତ୍ରକୃତ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ମନ୍ତ୍ର+କୃ ଧାତୁ+କର୍ତ୍ତୃ. କ୍ୱିପ୍)

[ସମ୍ପାଦନା]

ମନ୍ତ୍ରର ରଚୟିତା —The composer of a Mantra.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ପରାମର୍ଶକାରୀ (ହିନ୍ଦୀ - ଶ) — ୧. Consulting.
୨. ପରାମର୍ଶଦାତା (ହିନ୍ଦୀ - ଶ) — ୨. Advising advisory.
୩. ଦୌତ୍ୟକାରୀ (ହିନ୍ଦୀ - ଶ) —୩. Acting as a messenger.