Jump to content

ମନ୍ତ୍ରଜ୍ଞ

ଉଇକିଅଭିଧାନ‌ରୁ

ମନ୍ତ୍ରଜ୍ଞ

ଉଚ୍ଚାରଣ

[ସମ୍ପାଦନା]
(ମନ୍ତ୍ରଜ୍ଞା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ମନ୍ତ୍ରବିଦ୍; ଯୋ ମନ୍ତ୍ରଜାଣେ —୧. Versed in mystic formulas.
୨. ମନ୍ତ୍ରଣା କୁଶଳ —୨. Adept or expert in giving counsel.
୩. ଯେ ଅନ୍ୟ ବ୍ୟକ୍ତିର ମନ୍ତ୍ରଣା ବିଷୟକୁ ଜାଣେ —୩. Knowing the secret counsels of other people.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ମନ୍ତ୍ରୀ —୧. A counsellor; a councillor.
୨. ଦୀକ୍ଷାଗୁରୁ — ୨. Spiritual preceptor.
୩. ଗୁପ୍ତଚର — ୩. A spy.