Jump to content

ମନ୍ତ୍ରଣ

ଉଇକିଅଭିଧାନ‌ରୁ

ମନ୍ତ୍ରଣ

ଉଚ୍ଚାରଣ

[ସମ୍ପାଦନା]

(ମନ୍ତ୍ରଣୀୟ—ବିଣ)

  • (file)
  • (file)

ସଂସ୍କୃତ - ବି—(ମନ୍ତ୍ର୍ ଧାତୁ+ଭାବ. ଅନ)

[ସମ୍ପାଦନା]
୧. ପରାମର୍ଶ; ସହ୍ଲା; କୌଣସି ବିଷୟରେ ଏକାଧିକ ବ୍ୟକ୍ତିଙ୍କ ମିଳିତ ବିଚାର ୧. Consultation; counsel; deliberation.
୨. ପରାମର୍ଶ ଦେବା —୨. Advising counselling.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଅଭିମନ୍ତ୍ରଣ; ମନ୍ତୁରିବା — Consecration of a thing by uttering specific formulas.