ମନ୍ତ୍ରଯାନ
ଦେଖଣା
ମନ୍ତ୍ରଯାନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବୌଦ୍ଧ ଧର୍ମର ଶାଖାବିଶେଷ —A branch of the Buddhist faith.
[ଦ୍ରଷ୍ଟବ୍ୟ —ମାହାଯାନ ତଳେ ଟୀକା ଦେଖ, ବୌଦ୍ଧ ଧର୍ମର ଏହି ଶାଖାର ପ୍ରଚାର ତିବ୍ୱତ, ନେପାଳ. ଭୂଟାନ ଆଦି ଦେଶରେ ହୋଇଅଛି ଏ ଶାଖାର ଅନେକ ତନ୍ତ୍ର ଗ୍ରନ୍ଥ ଅଛି, ତଦନୁସାରେ ତାନ୍ତ୍ରିକ ଉପାସନା କରାଯାଏ ଏହି ମତର ପ୍ରଧାନ ଆଚାର୍ଯ୍ୟ ସିଦ୍ଧ ନାଗାର୍ଜୁନ ଏହାକୁ ବଜ୍ରଯାନ ମଧ୍ୟ ବୋଲାଯାଏ]