ମନ୍ତ୍ରରାଜ
ମନ୍ତ୍ରମାନଙ୍କ ମଧ୍ୟରେ ଶ୍ରେଷ୍ଠ ମନ୍ତ୍ର; ଓଁ କ୍ଳୀ ଦ୍ଳୀଁ ଗୋପୀଜନବଲ୍ଲଭାୟ ନମଃ; ଓଁ କ୍ଳୀଁ ହ୍ଳୀଁ ଶ୍ରୀଁ —The chief amongst the Mantras.
[ଉ—ଯଶୋବନ୍ତ ସିଂହ—ପ୍ରେମଭକ୍ତି ବ୍ରହ୍ମଗୀତା ଦିବାକର ଦାସ—ଜଗନ୍ନାଥ ଚରିତାମୃତ ଦ୍ରଷ୍ଟବ୍ୟ]