Jump to content

ମନ୍ତ୍ରିବର

ଉଇକିଅଭିଧାନ‌ରୁ

ମନ୍ତ୍ରିବର

ଉଚ୍ଚାରଣ

[ସମ୍ପାଦନା]

(ମନ୍ତ୍ରିପତି—ଅନ୍ୟରୂପ)

ସଂସ୍କୃତ - (ମନ୍ତ୍ରିନ୍+ବର=ଶ୍ରେଷ୍ଠ)

[ସମ୍ପାଦନା]

ପ୍ରଧାନ ମନ୍ତ୍ରୀ —Prime minister; premier.