ମନ୍ତ୍ରୀ
ଦେଖଣା
ମନ୍ତ୍ରୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମନ୍ତ୍ର ଧାତୁ+କର୍ତ୍ତୃ. ଇନ୍; ୧ମା. ୧ବ)
[ସମ୍ପାଦନା]ମନ୍ତ୍ରଣାଦାତା — Counsellor; advisor.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ସଚିବ; ଯେଉଁ ପ୍ରଧାନ ରାଜକର୍ମଚାରୀଙ୍କ ପରାମର୍ଶରେ ରାଜ୍ୟ ଶାସିତ ହୁଏ — A minister.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଗଞ୍ଜାପା ସାରର ଏକାଦଶ ସଂଖ୍ୟାସୂଚକ ଘୋଡ଼ାର ବା ହାତୀର ଚିତ୍ର —୧. A picture representing ୧୧ in the Gan̄japā game.
- ୨. ସତରଞ୍ଜି ଖେଳରେ ରଜାଙ୍କ ତଳ ସାର —୨. The queen piece in the game of chess.