ମନ୍ତ୍ର୍ (ଧାତୁ)
ଦେଖଣା
ମନ୍ତ୍ର୍ (ଧାତୁ)
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ -
[ସମ୍ପାଦନା]- ୧. ମନ୍ତ୍ରଣା କରିବା —୧. To consult; to take counsel;
- ୨. ପରାମର୍ଶ ଦେବା —୨. To counsel; to give advice.
- ୩. ବିଚାର କରିବା —୩. To deliberate; to ponder
- ୪. ମନ୍ତ୍ର ଉଚ୍ଚାରଣ ବା ପ୍ରୟୋଗ ପୂର୍ବକ କୌଣସି ବସ୍ତୁକୁ ବା ସ୍ଥାନକୁ ପବିତ୍ରୀକୃତ ବା ପ୍ରଭାବଶାଳୀ କରିବା —୪. To consecrate (a thing or place) by chanting or applying esoteric formulas; to enchant with spells or charms.
- ୫. କହିବା; ଉଚ୍ଚାରଣ କରିବା —୫. To speak; to mutter (Apte)