ମନ୍ତ୍ର କରିବା
ଦେଖଣା
ମନ୍ତ୍ର କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମନ୍ତ୍ର କରିବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ମନ୍ତ୍ର+କୃ ଧାତୁ)
[ସମ୍ପାଦନା]- ୧. ମନ୍ତ୍ର ପ୍ରୟୋଗ କରିବା —୧. To apply spells or charm.
- ୨. ମନ୍ତ୍ର ପ୍ରୟୋଗଦ୍ୱାରା ଅଭିଚାର କରିବା To enchant by means of charm.