ମନ୍ତ୍ର ଜପିବା
ଦେଖଣା
ମନ୍ତ୍ର ଜପିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମନ୍ତ୍ର ଜପିବା
|
ଦେଶଜ - କ୍ରି—(ସଂସ୍କୃତ - ମନ୍ତ୍ର+ଜପ ଧାତୁ)
[ସମ୍ପାଦନା]- ୧. କୌଣସି ମନ୍ତ୍ରକୁ ବାରମ୍ୱାର ସ୍ମରଣ କରିବା —୧. To repeatedly mutter a myustic formula mentally.
[ଦ୍ରଷ୍ଟବ୍ୟ —ଜପ କରାଯିବା ମନ୍ତ୍ରର ସଂଖ୍ୟା ଗଣନା କରିବା ପାଇଁ ନାନାପ୍ରକାର ମାଳା ବା ଆଙ୍ଗୁଠିର ପବଦ୍ୱାରା ଗଣନା ବ୍ୟବହୃତ ହୁଏ]
- ୨. (ଲକ୍ଷଣାର୍ଥ) କୌଣସି ବିଷୟକୁ ବାରଂବାର ଅନୁଧ୍ୟାନ କରିବା —୨. (figurative) To Constantly or repeatedly ponder over a particular matter.