ମନ୍ତ୍ର ଦ୍ରଷ୍ଟା
ଦେଖଣା
ମନ୍ତ୍ର ଦ୍ରଷ୍ଟା
ଉଚ୍ଚାରଣ
[ସମ୍ପାଦନା](ମନ୍ତ୍ରଦର୍ଶୀ—ଅନ୍ୟରୂପ)
ମନ୍ତ୍ର ଦ୍ରଷ୍ଟା, ମନ୍ତ୍ର ଦର୍ଶନୀ ଅନ୍ୟରୂପ
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. କୌଣସି ବୈଦିକ ମନ୍ତ୍ରକୁ ପ୍ରଥମେ ପ୍ରକାଶ ବା ଉଚ୍ଚାରଣ କରିଥିବା (ଋଷି) — ୧. (the sage) Who was the first to pronounce or proclaim any vedic Mantra.
[ଦ୍ରଷ୍ଟବ୍ୟ —ହିନ୍ଦୁମାନଙ୍କ ବିଶ୍ୱାସ ଯେ ମନ୍ତ୍ରମାନ ଆବହମାନ କାଳରୁ ଅଛି, ଯେଉଁ ଋଷିଙ୍କୁ ତାହା ପ୍ରଥମେ ସ୍ଫୁରିଲା, ସେ ଉକ୍ତ ମନ୍ତ୍ରକୁ ଦେଖି ପାରିଲେ ଓ ବୋଲିଲେ ଓ ଏଥିପାଇଁ ରଚୟିତାଙ୍କୁ ମନ୍ତ୍ରଦ୍ରଷ୍ଟା ବୋଲାଯାଏ]
- ୨. ବେଦଜ୍ଞ — ୨. Versed in the Bedas.