Jump to content

ମନ୍ତ୍ର ଧୂଳି

ଉଇକିଅଭିଧାନ‌ରୁ

ମନ୍ତ୍ର ଧୂଳି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମନ୍ତ୍ରିତ+ ଧୂଳି)

[ସମ୍ପାଦନା]

ଯେଉଁ ଧୂଳି ମନ୍ତୁରା ଯାଇଥାଏ; ଅଭିମନ୍ତ୍ରିତ ଧୂଳି —Dust which has been made potent for a certain purpose by spell.

(ଉ—ଭୀମ କ୍ରୋଧ ସର୍ପକୁ ବଳିବା ଇଚ୍ଛାରେ, ପକାଇଲେ ମନ୍ତ୍ର ଧୂଳିକି ମନ୍ତ୍ରୀ ଖରେ କୃଷ୍ଣସିଂହ ମହାଭାରତ ବନ)

[ଦ୍ରଷ୍ଟବ୍ୟ —ମନ୍ତ୍ର ଧୂଳି ସର୍ପ ଓ ବ୍ୟାଘ୍ରାଦିଙ୍କ ଉପରକୁ ଫିଙ୍ଗିଲେ ସର୍ପାଦି ଆକ୍ରମଣ କରି ପାରନ୍ତି ନାହିଁ ଓ ରୁଦ୍ଧ ବୀର୍ଯ୍ୟ ହୁଅନ୍ତି ଚୋରମାନେ ନିଦ୍ରିତ ଗୃହସ୍ଥାଦିଙ୍କ ଉପରେ ମନ୍ତ୍ର ଧୂଳି ପକାଇଲେ ସେମାନେ ଗାଢ଼ ନିଦ୍ରାରେ ଅଭିଭୂତ ହୁଅନ୍ତି, ଓ ଏହି ସୁଯୋରରେ ଚୋରମାନେ ଘରୁ ସର୍ବସ୍ୱ ଲୁଟି ନିଅନ୍ତି]