Jump to content

ମନ୍ତ୍ର ପ୍ରଦାନ କରିବା

ଉଇକିଅଭିଧାନ‌ରୁ

ମନ୍ତ୍ର ପ୍ରଦାନ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ମନ୍ତ୍ର ପ୍ରଦାନ)

[ସମ୍ପାଦନା]
୧. ଗୁରୁଙ୍କର ଶିଷ୍ୟକୁ ଇଷ୍ଟମନ୍ତ୍ରର ଦୀକ୍ଷା ଦେବା —୧. To initiate a disciple.
୨. ମନ୍ତ୍ରଣା ଦେବା; ପରାମର୍ଶଦେବା — ୨. To instigate.