Jump to content

ମନ୍ତ୍ର ଫୁଙ୍କା

ଉଇକିଅଭିଧାନ‌ରୁ

ମନ୍ତ୍ର ଫୁଙ୍କା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମନ୍ତ୍ର+ଫୁତ୍କାର)

[ସମ୍ପାଦନା]
୧. ଶିଷ୍ୟର କର୍ଣ୍ଣ ନିକଟରେ ଗୁରୁଙ୍କର ଅନୁଚ୍ଛସ୍ୱରରେ ମନ୍ତ୍ରର ଉଚ୍ଚାରଣ —୧. The low mutterance of a Mantra near the ear of a discipline.
୨. ଗୋପନରେ ମନ୍ତ୍ରଣା ଦାନ —୨. Whispering evil counsel into another's ear's.
୩. ଦୀକ୍ଷାଗୁରୁ —୩. One's spiritual preceptor.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଯେ ଶିଷ୍ୟକୁ ଗୁରୁମନ୍ତ୍ର ଦିଅନ୍ତି — ୧. Whispering secred formulas into the disciple's ears.
୨. ମନ୍ତ୍ରଣା ଦାତା —୨. Giving secret councels.