Jump to content

ମନ୍ତ୍ର ବାଦୀ

ଉଇକିଅଭିଧାନ‌ରୁ

ମନ୍ତ୍ର ବାଦୀ

ଉଚ୍ଚାରଣ

[ସମ୍ପାଦନା]
(ମନ୍ତ୍ର ବାଦିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ଓ ବିଶେଷଣ - ପୁଲିଙ୍ଗ - (ମନ୍ତ୍ର+ବଦ ଧାତୁ+କର୍ତ୍ତୃ. ଇନ୍; ୧ମା ୧ବ)

[ସମ୍ପାଦନା]

ମନ୍ତ୍ରଜ୍ଞ (ହିନ୍ଦୀ - ଶ.) —୧. An adept in the Mantras.

୨. ଯେ ମନ୍ତ୍ର ଉଚ୍ଚାରଣ କରେ —୨. A person who utters or pronounces a mantra.