Jump to content

ମନ୍ତ୍ର ମୂଳ

ଉଇକିଅଭିଧାନ‌ରୁ

ମନ୍ତ୍ର ମୂଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ମନ୍ତ୍ର ଅଟେ ମୂଳ ଯାହାର)

[ସମ୍ପାଦନା]
୧. ମନ୍ତ୍ର ଓ ମନ୍ତ୍ର ସିଦ୍ଧ୍ୟର୍ଥ ବ୍ୟବହୃତ ରେଖା ଚିତ୍ରାଦି — ୧. Mystic charms and symbols and drawings accompanying them.
୨. ମନ୍ତ୍ରର ଉପାସନା —୨. Mystic exercise.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ତାନ୍ତ୍ରିକ ଅଭିଚାର; ଗୁଣିଗାରିଡ଼ୀ —Charms employed against others.