Jump to content

ମନ୍ତ୍ର ସିଦ୍ଧ

ଉଇକିଅଭିଧାନ‌ରୁ

ମନ୍ତ୍ର ସିଦ୍ଧ

ଉଚ୍ଚାରଣ

[ସମ୍ପାଦନା]
(ମନ୍ତ୍ରସିଦ୍ଧା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. (ବହୁବ୍ରୀହି) ମନ୍ତ୍ରର ସାଧନାଦ୍ୱାରା ସିଦ୍ଧି ପ୍ରାପ୍ତ ବା ସଫଳକାମ (ବ୍ୟ୍ୟକ୍ତି) —୧. Accomplished in Mantras; having attained perfection in Mantras.
୨. (୩ୟା ତତ୍) ମନ୍ତ୍ରଦ୍ୱାରା ଅମୋଘୀକୃତ —୨. Made effectual with the help of Mantras; consecrated.