ମନ୍ତ୍ର ସୂତ୍ର
ଅଭିମନ୍ତ୍ରିତ ବା ମନ୍ତ୍ରପୁତ ସୂତା, ଯାହାକୁ ଅଙ୍ଗରେ ଧାରଣ କରିବାକୁ ହୁଏ; ବରତ — A string consecrated by Mantras and worn on a part of the body for a particular purpose.