ମନ୍ଥ
ଦେଖଣା
ମନ୍ଥ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ମନ୍ଥ ଧାତୁ+ଅ)
[ସମ୍ପାଦନା]- ୧. (+କରଣ ଅ) ମନ୍ଥନଦଣ୍ଡ; ଦହିଖୁଆ —୧. The churning rod; a churner.
- ୨. (+ ଭାବ. ଅ) ବିଲୋଡ଼ନ — ୨. Churning.
- ୩. (+ କର୍ତ୍ତୃ. ଅ) ନେତ୍ରରୋଗ ବିଶେଷ —୩. A disease of the eye.
- ୪. (+କରଣ. ଅ) ଅଣକ —୪. A wooden spoon or ladle.
- ୫. (+କର୍ମ. ଅ) ନେତ୍ରମଳ; ଲେନ୍ଧେରା —୫. Rheum of the eye.
- ୬. (+ ଭାବ. ଅ) ବିନାଶ; ବଧ —୬. Destroying; killing.
- ୭. . (+ କର୍ମ. ଅ) ଜଳ ମିଶ୍ରିତ ଘୃତାକ୍ତ ଛତୁଆ —୭. Flour mixed with ghee and water.
- ୮. (+ କର୍ତ୍ତୃ. ଅ) ସୂର୍ଯ୍ୟ —୮. The sun.
- ୯. ସୂର୍ଯ୍ୟକିରଣ —୯. Sun's ray (Apte).
- ୧. (+କର୍ମ. ଅ) ଘର୍ଷଣଦ୍ୱାରା ଅଗ୍ନି ଉତ୍ପାଦକ ଯନ୍ତ୍ର; ଅରଣି —୧୦. An instrument for kindling fire by attrition (Apte).
- ୧୧. ଏକପ୍ରକାର ମୃଗ —୧୧. A ind of antelope (Apte).