ମନ୍ଥଡ଼
ଦେଖଣା
ମନ୍ଥଡ଼
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ମନ୍ଥଡ଼ [ଡ଼ା]—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ମନ୍ଥଡ଼
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମନ୍ଥରା)
[ସମ୍ପାଦନା]- ୧. ଅନ୍ତର୍ବିବାଦ; ପାରିବାରିକ କଳହ —୧. Internal dissension in a family.
- ୨. ବାଧା; ପ୍ରତିବନ୍ଧକ —୨. Obstacle; impedement.
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ଯେ ପରଙ୍କ ମଧ୍ୟରେ କଳି ଲଗାଏ; ପରଘରଭଙ୍ଗା —୧. Bringing about or fomenting dissension between two persons in a family.
- ୨. କଳିହୁଡ଼ା —୨. Quarrelsome.