Jump to content

ମନ୍ଥରଗାମୀ

ଉଇକିଅଭିଧାନ‌ରୁ

ମନ୍ଥରଗାମୀ

ଉଚ୍ଚାରଣ

[ସମ୍ପାଦନା]
[ମନ୍ଥରଗାମିନୀ—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମନ୍ଥର+ଗମ୍ ଧାତୁ+କର୍ତ୍ତୃ ଇନ୍; ୧ମା. ୧ବ)

[ସମ୍ପାଦନା]

ଯେ ଧୀରେ ଧୀରେ ଚାଲେ — Walking with slow steps.