ମନ୍ଥରା
ଦେଖଣା
ମନ୍ଥରା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ମନ୍ଥର+ଆ)
[ସମ୍ପାଦନା]- ୧. ମନ୍ଥନ ଦଣ୍ଡ —୧. Churning stick.
- ୨. କୈକେୟୀଙ୍କର କୁବ୍ଜା ଦାସୀ — ୨. Name of a hunch-backed maid of queen k&aline;i̱keyī.
[ଦ୍ରଷ୍ଟବ୍ୟ —ଏହାର ମନ୍ତ୍ରଣାଦ୍ୱାରା ଚାଳିତା ହୋଇ ରାମଚନ୍ଦ୍ରଙ୍କ ଯୌବନରାଜ୍ୟାଭିଷେକର ପ୍ରାକ୍କାଳରେ କୈକେୟୀ ଦଶରଥଙ୍କୁ ପୂର୍ବପ୍ରତିଶ୍ରୂତି ବରଦ୍ୱୟର ପୂରଣାର୍ଥ ରାମଚନ୍ଦ୍ରଙ୍କର ବନବାସ ଓ ସ୍ୱୀୟ ପୁତ୍ର ଭରତଙ୍କର ରାଜ୍ୟାଭିଷେକ ପ୍ରାର୍ଥନା କରିଥିଲେ]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପ୍ରାଚୀନ ଜଳଯାନ ବିଶେଷ —A kind of ancient boat or vessel.
(ଜଗବନ୍ଧୁ. ପ୍ରାଚୀନ. ଉତ୍କଳ)