ମନ୍ଥା ଚକଟା
[ମନ୍ଥା ଚକଟ—ଅନ୍ୟରୂପ]
[ମନ୍ଥାମନ୍ଥି—ଅନ୍ୟରୂପ]
ଦଳାଦଳି; ଦଳାଚକଟା; ବିଶେଷ ଭାବରେ ଆଲୋଡ଼ନ —Excessive churning.
[ଲକ୍ଷଣାର୍ଥ]— କୌଣସି ବିଷୟର ବିଶେଷଭାବେ ଆଲୋଚନା; ଘଣ୍ଟାଚକଟା A great deal of agitation.