ମନ୍ଥ (ଧାତୁ)
ଦେଖଣା
ମନ୍ଥ (ଧାତୁ)
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ -
- ୧. ମନ୍ଥନ କରିବା; ଆଲୋଡ଼ନ କରିବା — ୧. Top churn.
- ୨. ବିନାଶ କରିବା — ୨. Top destroy.
- ୩. ମଳିବା —୩. To crush.
- ୪. ବଧ କରିବା —୪. To kill; to slaughter.
ମନ୍ଥ (ଧାତୁ)
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ -
[ସମ୍ପାଦନା]- ୧. ଆଘାତ କରିବା —୧. To hurt (Apte)
- ୨. ଅନିଷ୍ଟ କରିବା —୨. To injure (Apte).