ମନ୍ଦାଏ
ଦେଖଣା
ମନ୍ଦାଏ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - ଓ ବିଶେଷ୍ୟ -
[ସମ୍ପାଦନା]ମୁନ୍ଦାଏ; ମୁନ୍ଦେ; ମୁନ୍ଦିଏ; ଅଳ୍ପ ପରିମିତ (ଜଳାଦି) —A little quantity of (liquid).
[ଉ—ମନ୍ଦାଏ ତୋରାଣି ପିଇଲେ ଦେହ ଶାନ୍ତ ନାଶିବି ଶୋଷରେ ମୁଁ ହେଲିଣି ଆରତ କୃଷ୍ଣସିଂହ. ମହାଭାରତ ବିରାଟ]
[ଦ୍ରଷ୍ଟବ୍ୟ —'ମନ୍ଦାଏ' ପାଣି ଅପେକ୍ଷା 'ମନ୍ଦାଏ' ପାଣି ପରିମାଣରେ ଅଳ୍ପ]