ମନ୍ଦାକିନୀ
ଦେଖଣା
ମନ୍ଦାକିନୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ମନ୍ଦାକ=ସ୍ରୋତଃ+ଅଛି ଅର୍ଥରେ ଇନ୍=ସ୍ତ୍ରୀ ଈ)
[ସମ୍ପାଦନା]- ୧. ସ୍ୱର୍ଗଗଙ୍ଗା —୧. The fabulous
river flowing in the heaven.
- ୨. ଗଙ୍ଗାନଦୀ — ୨. The river Ganges (Apte).
- ୩. ଦ୍ୱାଦଶା— କ୍ଷର ଛନ୍ଦୋବିଶେଷ —୩. Name of metre with ୧୨ letters.
[ଦ୍ରଷ୍ଟବ୍ୟ —ଏଥିର ପ୍ରତ୍ୟେକ ଚରଣରେ ଯଥାକ୍ରମେ ୨ ନଗଣ ଓ ୨ରଗଣ ଥାଏ—ହିନ୍ଦୀ - ଶ]
- ୪. ଆକାଶ ଗଙ୍ଗା (ହିନ୍ଦୀ - ଶ) —୪. The milky way.
- ୫. ହିମାଳୟରୁ ବାହାରି ଉତ୍ତର କାଶୀ ବାଟେ ବହି ଭାଗୀରଥୀ ନଦୀରେ ମିଳିଥିବା ଏକ ଛୋଟ ନଦୀ — ୫. Name of small tributary of the Gangas.
- ୬. ଚିତ୍ରକୂଟ ନିକଟ ଦେଇ ବହୁଥିବା ଏକ ନଦୀ (ମହାଭାରତ; ହିନ୍ଦୀ - ଶ) (ଏହାର ଅନ୍ୟ ନାମ ପୟସ୍ୱିନୀ) —୬. Name of a small river flowing by Chitṛakūṭa.
- ୭. ଦ୍ୱାରକା ପାଖ ଦେଇ ବହୁଥିବା ଏକ ନଦୀ (ହରିବଂଶ; ହିନ୍ଦୀ - ଶ) —୭. Name of a river flowing by Dwārakā