Jump to content

ମନ୍ଦାକ୍ଷ

ଉଇକିଅଭିଧାନ‌ରୁ

ମନ୍ଦାକ୍ଷ

ଉଚ୍ଚାରଣ

[ସମ୍ପାଦନା]
[ମନ୍ଦାକ୍ଷା—ସ୍ତ୍ରୀ] (ମନ୍ଦାକ୍ଷୀ—ଦେଶଜ - ସ୍ତ୍ରୀଲିଙ୍ଗ) 

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହ; ମନ୍ଦ=ସଙ୍କୁଚିତ ହୁଏ ଅକ୍ଷି=ଆଖି ଯାହା ଯୋଗୁଁ; ମନ୍ଦ+ଅକ୍ଷି+ଅ)

[ସମ୍ପାଦନା]
୧. ଲଜ୍ଜା; ତ୍ରପା — ୧. Modesty; shyness; shame; bashfulness.
୨. (କର୍ମଧା;+ ମନ୍ଦ+ଅକ୍ଷି)—ସଙ୍କୁଚିତ ନେତ୍ର — ୨. Contracted eyes.

[ଉ—ମନ୍ଦାକ୍ଷରେ କାହା ମୁଖ ଚାହିଁବୁ ନାହିଁ, ଧୀଆନରେ ତା ପରା ଅବା ରସିବୁ କାହିଁ— ଅଭିମନ୍ୟୁ ବିଦଗ୍ଧଚିନ୍ତାମଣି]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

(ବହୁବ୍ରୀହ; ମନ୍ଦ ଅଟେ ଅକ୍ଷି ଯାହାର) ===

୧. ଯାହାର ନେତ୍ର ସଙ୍କୁଚିତ —୧. Having contracted.
୨. ଯାହା ଆଖି ଛୋଟ —୨. Samll. eyed.
୩. ଟେରା —୩. Squint-eyed.
୪. ଯାହାର ଦୃଷ୍ଟି ଶକ୍ତି କମ୍ —୪. Weak-eyed (Apte)