ମନ୍ଦାଗ୍ନି
ଦେଖଣା
ମନ୍ଦାଗ୍ନି
ଉଚ୍ଚାରଣ
[ସମ୍ପାଦନା][ମନ୍ଦାନଳ—ଅନ୍ୟରୂପ]
ସଂସ୍କୃତ - ବିଶେଷ୍ୟ - (ମନ୍ଦ=କ୍ଷୀର+ଅଗ୍ନି=ଜଠରାଗ୍ନି)
[ସମ୍ପାଦନା]କ୍ଷୁଧାମାନ୍ଦ୍ୟ; ଜୀର୍ଣ୍ଣ ଶକ୍ତିର ଅଳ୍ପତା —Dullness of digestion; appetite; slowness of disgestion; apepsy; dyspepsia.
ସଂସ୍କୃତ - ବିଶେଷଣ - (ବହୁବ୍ରୀହି)
[ସମ୍ପାଦନା]ଯାହାର ଜୀର୍ଣ୍ଣଶକ୍ତି କ୍ଷୀଣ ଅଟେ —Having a weak digestion; dyspeptic.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଅଳ୍ପ ଅଳ୍ପ ଜାଳ ଦିଆଯିବାରୁ ଦିକ୍ ଦିକ୍ ହୋଇ ଜଳୁଥିବା ନିଆଁ —A slow fire;