ମନ୍ଦା ଖେଳାଇବା
ଦେଖଣା
ମନ୍ଦା ଖେଳାଇବା
ଉଚ୍ଚାରଣ
[ସମ୍ପାଦନା][ମନ୍ଦା ଛାଡ଼ିବା—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ମନ୍ଦା ଖେଳାଇବା
|
ଦେଶଜ - କ୍ରି—(ଶେଉଳ ଆଦି ମାଆ
[ସମ୍ପାଦନା]ମାଛମାନେ ନିକଟବର୍ତ୍ତୀ ସ୍ଥାନରେ ଗଭୀର ପାଣି ଭିତରେ ବୁଡ଼ି ରହିବା ଓ ପାଣି ଉପରେ ଯାଆଁଳମାନଙ୍କୁ ମନ୍ଦା ବାନ୍ଧି ଖେଳୁଥିବାର ଦେଖାଯିବାରୁ ନିଜର ଜାଆଁଳମାନଙ୍କୁ ଜଳ ଉପରେ ପଞ୍ଜା ହୋଇ ଖେଳିବା ବେଳେ ପାଣିଭିତରେ ସେମାନଙ୍କୁ ଜଗିବା — To watch one's fry swimming on the surface of water in circular shoals (said of the mother-fish).
- ୨. (ଲକ୍ଷାଣାର୍ଥ) ଗୁଡ଼ିଏ ସନ୍ତାନସନ୍ତତି ଜନ୍ମ କରିବା —୨. (figurative) To give birth to or bring forth a bevy of children.