ମନ୍ଦିରା
ଦେଖଣା
ମନ୍ଦିରା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମନ୍ଦ ଧାତୁ+ବରଣ ଇର+ଆ)
[ସମ୍ପାଦନା]- ୧. କାଂସ୍ୟନିର୍ମିତ ଛୋଟ ଝାଞ୍ଜ; ଗିନି (ହିନ୍ଦୀ - ଶ) —୧. Small cymbals of bell metal.
(ଉ—ଗ ଅକ୍ଷର ହୋଇଛି ମନ୍ଦିରା ଯେ ଗିନି, ସ୍ୱସୁର ଶବଦ ବାଜୁଅଛି ଟିଣିଟିଣି ପ୍ରାଚୀ. ବ୍ରହ୍ମନିରୂପଣ ଗୀତା)
- ୨. (ମନ୍ଦ ଧାତୁ+ଅଧି କରଣ. ଇର+ଆ)—ଘୋଡ଼ାଶାଳ; ଅଶ୍ୱଶାଳା (ହିନ୍ଦୀ - ଶ) — ୨. Stable (Apte)