ମନ୍ଦ୍ରାଜି ସାହାବ
ଦେଖଣା
ମନ୍ଦ୍ରାଜି ସାହାବ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମନ୍ଦ୍ରାଜି ସାହାବ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କଳା ଫିରିଙ୍ଗୀ; ପୂର୍ବକାଳରେ ମନ୍ଦ୍ରାଜ ଫରକୂଳକୁ ଆସିଥିବା ଇଉରୋପୀୟମାନଙ୍କ ଔରସରେ ଭାରତୀୟା ସ୍ତ୍ରୀ ମାନଙ୍କ ଗର୍ଭରୁ ଜାତ ସନ୍ତାନ ଓ ସେମାନଙ୍କ ବଂଶଧର — Anglo Indians of Madras (of a darker complexion than other Anglo Indians of India.)
[ଦ୍ରଷ୍ଟବ୍ୟ —ଏମାନେ ଅନ୍ୟ ଦୋମିଶା ଫିରିଙ୍ଗି ମାନଙ୍କଠାରୁ ବର୍ଣ୍ଣରେ ବେଶି କଳା]