ମନ୍ଦ କର୍ଣ୍ଣ
ଦେଖଣା
ମନ୍ଦ କର୍ଣ୍ଣ
ଉଚ୍ଚାରଣ
[ସମ୍ପାଦନା](ମନ୍ଦ କର୍ଣ୍ଣା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)
[ସମ୍ପାଦନା]ବଡ଼ବୋଲା; ଈଷତ୍ ବଧିର — Slightly deaf (Apte).
=== ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
ଜନୈକ ଋଷି —A sage.
(ଉ—ବନୌକାଏ ନାମ ତା ମନ୍ଦକର୍ଣ୍ଣ, ବିରଚଇ ତପସ୍ୟା ବସି ବନ ଭଞ୍ଜ. ବୈଦେହୀଶବିଳାସ)
[ଦ୍ରଷ୍ଟବ୍ୟ —ଏ ଋଷି ବନରେ ତପସ୍ୟା— ଚରଣ କରିବା ସମୟରେ ତାଙ୍କର ତପସ୍ୟାସିଦ୍ଧି ହେଲେ ଋଷି ଇନ୍ଦ୍ରଙ୍କ ଇନ୍ଦ୍ରପଦ ପାଇବାର ଆଶଙ୍କା କରି ଇନ୍ଦ୍ରଦେବ ପାଞ୍ଚ ଜଣ ସ୍ୱର୍ଗବେଶ୍ୟାଙ୍କୁ ଉକ୍ତ ଋଷିଙ୍କର ତପୋଭଙ୍ଗ ପାଇଁ ପଠାଇଲେ ଏମାନେ ଆସିବାରୁ ଋଷି କାମମୋହିତ ହେଲେ ଇତି ମଧ୍ୟରେ ବ୍ରହ୍ମା ସ୍ୱର୍ଗଶିଳ୍ପୀ ବିଶ୍ୱକର୍ମାଙ୍କଦ୍ୱାରା 'ପମ୍ପାସର' ବା 'ପାଞ୍ଚପ୍ସର' ନାମକ ପୁଷ୍କରିଣୀର ଜଳ ଭିତରେ ଗୋଟିଏ ମନୋହର ପୁର ନିର୍ମାଣ କରାଇଥିଲେ ଉକ୍ତ ପୁରରେ ସେ ବେଶ୍ୟାମାନେ ନୃତ୍ୟ ଗୀତାଦିରେ ମନ୍ଦ— କର୍ଣ୍ଣଙ୍କୁ ସର୍ବଦା ବଶୀଭୂତ ରଖିଥିବାର ରାମାୟଣରେ ବର୍ଣ୍ଣିତ ଅଛି ହିନ୍ଦୀ - ଶ.]