Jump to content

ମନ୍ଦ ତନୟ

ଉଇକିଅଭିଧାନ‌ରୁ

ମନ୍ଦ ତନୟ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ମନ୍ଦ ଲୋକର ପୁତ୍ର —୧. The son of a bad man.
୨. କୋକିଳ; କୋଇଲି — ୨. The cuckoo.

(ଉ—ବୋଲାଉ ମନ୍ଦ ତନୟ ଯେ, ବିଶେଷର ମନ୍ଦନୟ ନ କର ପରଭୃତ ନାମୋଦୟ ଭଞ୍ଜ. ବୈଦେହୀଶବିଳାସ)