Jump to content

ମନ୍ଦ ବୁଦ୍ଧି

ଉଇକିଅଭିଧାନ‌ରୁ

ମନ୍ଦ ବୁଦ୍ଧି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(କର୍ମଧା)

[ସମ୍ପାଦନା]
୧. ସ୍ଥୂଳ ବା ଉଚ୍ଚ ବୁଦ୍ଧି —୧. Stupidity; dullness.
୨. ଦୁର୍ବୁଦ୍ଧି — ୨. Wicked inclination.

=== ସଂସ୍କୃତ - ବିଶେଷଣ - (ବହୁବ୍ରୀହି)

୧. ମାନ୍ଦା ବୁଦ୍ଧିଆ; ନିର୍ବୋଧ —୧. Foolish; stupid; dull.
୨. ଦୁଷ୍ଟବୁଦ୍ଧି; ଦୁର୍ବୁଦ୍ଧିବିଶିଷ୍ଟ — ୨. Wanton; wicked.