Jump to content

ମନ୍ନାଥ

ଉଇକିଅଭିଧାନ‌ରୁ

ମନ୍ନାଥ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଅସ୍ମଦ୍+ ନାଥ; ୬ଷ୍ଠୀ ତତ୍)

[ସମ୍ପାଦନା]

ମୋହର ସ୍ୱାମୀ ବା ପ୍ରଭୂ —My master; my lord

[ଉ— ମନ୍ନାଥ ବିଶ୍ୱନାଥ ସକଳ ଗୁଣ ଧାମ—ତୁଳସୀ. ବିକ୍ରମ ରାମାୟଣ]