ମନ୍ମଥ
ଦେଖଣା
ମନ୍ମଥ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ମନସ୍+ମଥ ଧାତୁ=ମନ୍ଥନ କରିବା+କର୍ତ୍ତୃ, ଅ; ଯାହା ମନକୁ ମନ୍ଥି ପକାଏ)
[ସମ୍ପାଦନା]- ୧. ମଦନ; ମନୁସ୍ମିଜ; କନ୍ଦର୍ପ; କାମଦେବ —୧. The Deity Cupid.
- ୨. ପ୍ରେମ; ପ୍ରୀତି; ପ୍ରଣୟେ —୨. Love.
- ୩. ଇନ୍ଦ୍ରିୟଭୋଗ— ଲିପ୍ସା; କାମଚିନ୍ତା —୩. Lust; amorous passion.
- ୪. କପିତ୍ଥ; କଇଥ (ହିନ୍ଦୀ - ଶ) —୪. Wood apple [Apte]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପୁରୁଷଙ୍କୁ ଦିଆଯିବା ନାମ — A name given to males.