Jump to content

ମନ୍ୟୁମାନ୍

ଉଇକିଅଭିଧାନ‌ରୁ

ମନ୍ୟୁମାନ୍

ଉଚ୍ଚାରଣ

[ସମ୍ପାଦନା]
(ମନ୍ୟୁମତ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ମନ୍ୟୁ+ମତ୍; ୧ମା. ୧ବ)

[ସମ୍ପାଦନା]
୧. କୋଧୀ; କ୍ରୋଧନ ସ୍ୱଭାବ —୧. Angry; wrathful (Apte)
୨. ଦୀନତାଗ୍ରସ୍ତ —୨. Distressed; afflicted (Apte).
୩. ତେଜସ୍ମାନ୍ —୩. Energetic; vehement (Apte).