ମନ ଅଟ୍ଟାଳିକା
ଦେଖଣା
ମନ ଅଟ୍ଟାଳିକା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମନ ଅଟ୍ଟାଳିକା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମନଃ+ଅଟ୍ଟାଳିକା)
[ସମ୍ପାଦନା]ଅପ୍ରକୃତ ମଧୂମୟ ମାନସିକ କଳ୍ପନା —Visionary pleasant project; castles in the air.
[ଉ—ଗଢୁଥିଲା ବସି ମନ—ଅଟ୍ଟାଳିକା ରାଧାନାଥ—ଚିଲିକା]