ମନ ଅବଶୋସ୍
ଦେଖଣା
ମନ ଅବଶୋସ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମନ ଅବଶୋସ୍
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମନ+ଫାରାସୀ - ଅଫ୍ସୋସ୍)
[ସମ୍ପାଦନା]- ୧. ମନୋବେଦନା —୧. Mental worry.
- ୨. ଅନୁତାପ; ପସ୍ତାଇବା —୨. Regret; repentance.
- ୩. ବିବେକର ଦଂଶନ ୩. Bitings of one's conscience.