Jump to content

ମନ ଉଡ଼ିବା

ଉଇକିଅଭିଧାନ‌ରୁ

ମନ ଉଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମନ ଅଥୟ, ମନଅଥିର—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କୌଣସି ବିଷୟ ପାଇଁ ମନର ଚାଞ୍ଚଲ୍ୟ —୧. Being restless over a matter.
୨. ମନୋ— ଯୋଗର ଅଭାବ — Want of concentration.