Jump to content

ମନ କରିବା

ଉଇକିଅଭିଧାନ‌ରୁ

ମନ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ମନଃ+କୃ ଧାତୁ)

[ସମ୍ପାଦନା]
୧. ବିଚାର କରିବା — ୧. To think.
୨. କାମନା କରିବା; ଇଚ୍ଛା କରିବା —୨. To wish; to desire.

[ଉ—କେଶର ଜାଳର ସ୍ପୁଟ ହେବା ମନ କଲେ ଭଞ୍ଜ, କୋଟୀବ୍ରହ୍ମାଣ୍ଡସୁନ୍ଦରୀ]

୩. ମନସ୍ଥ କରିବା; କୌଣସି କାର୍ଯ୍ୟ କରିବାକୁ ସଙ୍କଳ୍ପ କରିବା —୩. To resolve to do a thing.