ମନ କଳିବା
[ମନ କଳିନେବା, ମନ ଠଉରା(ରେ) ଇବା, ମନ କଳନା କରିବା— ଅନ୍ୟରୂପ]
ଅନ୍ୟର ମନର ଭାବକୁ ବୁଝିବା —To fathom another's thoughts.