Jump to content

ମନ କସିବା

ଉଇକିଅଭିଧାନ‌ରୁ

ମନ କସିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ମନସ୍+ଫାରାସୀ - କସ୍ନା)

[ସମ୍ପାଦନା]

କୌଣସି ବ୍ୟକ୍ତିର ହୃଦ୍ଗତ ଭାବ ଜାଣିବା ପାଇଁ ପରୀକ୍ଷା କରିବା —To test one's mind.

[ଦ୍ରଷ୍ଟବ୍ୟ — କୌଣସି ବ୍ୟକ୍ତିର ମନ ବଳିବା ପାଇଁ ମନ କସାଯାଏ; ମନ କସିବା ପରେ ସେ ଲୋକର ମନ କଳି ହୁଏ]